Author: Ayesha Debnath

Divorce in 2024: ଅନେକ କଳାକାରଙ୍କ ପାଇଁ ୨୦୨୪ବର୍ଷ ଅନେକ ମଧୁର ଏବଂ ତିକ୍ତ ସ୍ମୃତିରେ ପରିପୂର୍ଣ୍ଣ ଥିଲା । ଏହି ବର୍ଷ ଅନେକ ତାରକା ବିବାହ କରିଥିଲେ, ଯେତେବେଳେ ଅନେକ ତାରକାଙ୍କ ସାଥୀ ସହିତ ବନ୍ଧନ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା ଏବଂ ଛାଡ଼ପତ୍ର ମଧ୍ୟ ହୋଇଥିଲା । ଏହି ତାରକାମାନଙ୍କ ତାଲିକାରେ ଅନେକ ନାମ ଅଛି ଯାହା ପ୍ରଶଂସକଙ୍କୁ ଚକିତ କରିଦେଇଛି । ଚଳିତ ବର୍ଷ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି ଆର୍ ରହମାନ-ସାଇରା ବାନୁଙ୍କ ବିବାହ ବିଚ୍ଛେଦର ଖବର । ଆର୍ ରହମାନ ବିବାହର ୨୯ବର୍ଷ ପରେ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେହମାନ ଏବଂ ସାଇରା ବାନୁ ୧୯୯୫ ମସିହାରେ ବିବାହ କରିଥିଲେ। ସେମାନଙ୍କର ତିନି ସନ୍ତାନ ଖତିଜା, ରହୀମା ଏବଂ ଆମିନ ଅଛନ୍ତି । ଚଳିତ ବର୍ଷ ଛାଡ଼ପତ୍ର ହୋଇଥିବା ତାରକା ତାଲିକାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର…

Read More