Author: Ayesha Debnath

Benefits of jaggery: ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଏହା ଯକୃତ ଏବଂ ରକ୍ତକୁ ଡିଟକ୍ସାଇଫ କରିବାରେ ମଧ୍ୟ ସାହାଯ୍ୟ କରେ । ଏହାର ବିଶେଷ କଥା ହେଉଛି ଏହା ଫୁସଫୁସ ଏବଂ ବ୍ରୋଙ୍କିଆଲ୍ ସଂକ୍ରମଣରୁ ରକ୍ଷା କରିଥାଏ। ତେଣୁ, ଯଦି ଆପଣ ପ୍ରତିଦିନ ଗୁଡ଼ ଖାଉଛନ୍ତି ତେବେ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା କମିଯାଏ । ଶୀତ ଦିନରେ ଶରୀରର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସେଥିପାଇଁ ଆମକୁ ଆମ ଖାଇବା-ପିଇବାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ଶୀତଦିନରେ ଗୁଡ଼ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାକୁ ଆପଣ ଚିନି ବଦଳରେ ଖାଇ ପାରିବେ । ଗୁଡ଼ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବଢ଼ିଥାଏ । ଏହା ଆପଣଙ୍କ ଶରୀରର ସମସ୍ତ ଅଙ୍ଗକୁ ଶକ୍ତି ଯୋଗାଇଥାଏ ଏବଂ ଋତୁ ପରିବର୍ତ୍ତନ ସହିତ ଶରୀରକୁ ରୋଗରୁ ରକ୍ଷା…

Read More