Author: Ayesha Debnath

Contact Lens Side Effects: ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ପୋଷାକ ପିନ୍ଧିବାର ପଦ୍ଧତି ବଦଳି ଯାଇଛି । ଚିନ୍ତାଧାରାର ଢଙ୍ଗ ବଦଳିଛି ଏବଂ ଫ୍ୟାଶନ୍ ସେନ୍ସ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି। ବିଗତ କିଛି ବର୍ଷ ମଧ୍ୟରେ, ଏହିପରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ହେଲେ କଣ୍ଟାକ୍ଟ ଲେନ୍ସ ପରି ଜିନିଷକୁ ନେଇ କିଛି ବର୍ଷ ପୂର୍ବେ ଚିନ୍ତା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା । ପୂର୍ବରୁ ଲୋକମାନେ ଆଖିରେ ଚଷମା ପିନ୍ଧୁଥିଲେ, ଏବେ ସେମାନେ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଆରମ୍ଭ କରିଛନ୍ତି । କଣ୍ଟାକ୍ଟ ଲେନ୍ସ କେବଳ ସେହି ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୁଏ ନାହିଁ, ଯେଉଁମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ, କିନ୍ତୁ ଯେଉଁମାନେ ଆଖିର ରଙ୍ଗ ପରିବର୍ତ୍ତନ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ଏହାକୁ ପିନ୍ଧିଥାନ୍ତି। କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଦ୍ୱାରା…

Read More