Author: Ayesha Debnath

Benefits of Elaichi: ଆଣ୍ଟିଅକ୍ସିଡାଣ୍ଟ ଅଳେଇଚରୁ ମିଳିଥାଏ, ଯାହା ଅନେକ ରୋଗକୁ ରୋକିବାରେ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଆମେ ପ୍ରାୟତଃ ଅଳେଇଚକୁ ପାଟି ଫ୍ରେନ୍ସର ଭାବରେ ବ୍ୟବହାର କରୁ କିମ୍ବା ଖାଦ୍ୟର ସ୍ୱାଦ ବଢ଼େଇବା ପାଇଁ । ଅନେକ ମିଠାରେ ଏହାର ବ୍ୟବହାରରୁ ଆସିଥାଏ ଆଶ୍ଚର୍ଯ୍ୟଜନକ ସ୍ୱାଦ। କିନ୍ତୁ ଆପଣ ଜାଣନ୍ତି କି ଏହି ଛୋଟ ଅଳେଇଚ ଆପଣଙ୍କୁ ବଡ଼ ସ୍ୱାସ୍ଥ୍ୟ ଉପକାର ଦେଇପାରେ । ଏହା ବ୍ୟତୀତ ଏଥିରେ ଡାଇୟୁରେଟିକ୍ ଗୁଣ, ଫାଇବର, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି । ତେଣୁ ଅଳେଇଚ ବହୁତ ଲାଭଦାୟକ ଅଟେ । ଅଳେଇଚ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ତେଣୁ, ଏହାକୁ ପ୍ରତିଦିନ ପିଇବା ପାଇଁ, ଆମେ ଏହାକୁ ତିଆରି କରିବାର ପଦ୍ଧତି ଏବଂ ଏହା ପ୍ରଦାନ କରୁଥିବା ଲାଭ ବିଷୟରେ କହିବାକୁ ଯାଉଛୁ। ଆଖି ପାଇଁ ଲାଭଦାୟକ…

Read More