Author: Ayesha Debnath

Benefits of Turmeric: ବହୁତ ପୂର୍ବରୁ ଆମ ଶରୀରର ଉପକାର ପାଇଁ ବର୍ଷ ବର୍ଷ ପୂର୍ବେ ହଳଦୀର ବ୍ୟବହାର କରାଯାଇ ଆସୁଅଛି। ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ହଳଦୀ ଗୁଣ୍ଡରେ ଥିବା ପୋଷକତତ୍ତ୍ୱ କର୍କଟ ରୋଗ ପରି ରୋଗ ହେବାର ସମ୍ଭାବନାକୁ ରୋକିଥାଏ। ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି କମ୍‌ ହୋଇଥାଏ ବୋଲି ଆମେ ସମେସ୍ତ ଜାଣନ୍ତି। ମାତ୍ର ଚର୍ବି ଖସାଇବାର ଏହା ଏକମାତ୍ର ଉପାୟ ନୁହେଁ। ଆହୁରି ବି ଅନେକ ଉପାୟ ରହିଛି।ଯଦି ଆପଣ ଏହି ଉଷୁମ ପାଣୀ, ଲେମ୍ବୁ ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଆପଣଙ୍କ ଶରୀରରେ ରହିଥିବା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍‌ ସହଜରେ ହୋଇଯିବ । ଗୋଟିଏ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪…

Read More