Author: Ayesha Debnath

coriander leaves: ଡାଲି ହେଉ କି ତରକାରୀ ଯଦି ଉପରେ ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ l ସେଥିପାଇଁ ସମସ୍ତଙ୍କ ରୋଷେଇନ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ l ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l ଧନିଆ ପତ୍ର ଡାଲି ତରକାରୀରେ ବ୍ୟବହାର ବ୍ୟତୀତ ଚଟଣି ମଧ୍ୟ ହୋଇଥାଏ l ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ l ସାରା ଭାରତରେ ପ୍ରାୟ ସମସ୍ଥ ସ୍ଥାନରେ ଧନିଆ ପତ୍ର ଚାଷ କରାଯାଇଥାଏ l ପୂର୍ବରୁ ଏହା କେବଳ ସୀତ ଦିନରେ ଉତ୍ପାଦନ କରା ଯାଉଥିଲା ,କିନ୍ତୁ ଆଜିକଲି ସବୁ ଋତୁରେ ବଜାରରେ ଦେଖିବାକୁ ମିଳୁଛି l ଧନିଆ ପତ୍ରର ବନସ୍ପତି ନାମ କୋରିଏଣ୍ଡ୍ରମ ସୈଟାଇବମ୍ l ଧନିଆ ପାତ୍ରରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ,କାର୍ବୋହାଇଡ୍ରେଡ଼ ,ଫାଇବର, କ୍ୟାଲସିଅମ ,ସୋଡ଼ିଅମ ,ଆଇରନ…

Read More