Author: Ayesha Debnath

Clove: ଆମ ରୋଷେଇ ଘରେ ଥିବା ମସଲା ଗୁଡ଼ିକର କୌଣସି ନା କୌଣସି ଔଷଧୀୟ ଗୁଣ ଅବଶ୍ୟ ରହିଛି । ସମସ୍ତ ମସଲା ଗୁଡ଼ିକ ଆମ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାନ୍ତି ଓ ଆମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାନ୍ତି। ଆଜି ସେହି ମସଲା ଗୁଡ଼ିକ ମଧ୍ୟରୁ ଆମେ ଲବଙ୍ଗର ଉପକାରିତା ବିଷୟରେ ଜାଣିବା । ଏହା ଦେଖିବାକୁ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହା ସେବନ କଲେ ଆମ ଶରୀରକୁ ଖୁବ ବଡ ବଡ ଲାଭ ମିଳିଥାଏ । ତେବେ ଚାଲନ୍ତୁ ସେହି ସବୁ ଲାଭ ବିଷୟରେ ଜାଣିବା । ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି । ଏହାର ବୈଜ୍ଞାନିକ ନାମ ହେଉଛି ସିଜିଜିଅମ ଆରୋମେଟିକମ (Syzygium aromaticum) ଏବଂ ହିନ୍ଦୀ ଭାଷାରେ ଏହାକୁ ‘ଲୌଙ୍ଗ’ ନାମରେ ବି ଜଣାଯାଏ । ଏହାର ଏକ ରାଗୁଆ ବାସ୍ନା ହୋଇଥିବା ବେଳେ ଏକ ଗାଢ ସ୍ବାଦ ମଧ୍ୟ ରହିଥାଏ…

Read More