Author: Ayesha Debnath

DEPRESSION AFTER PREGNANCY: ପ୍ରସବ ପରେ ଗୋଟିଏ ମହିଳାଙ୍କ ଶରୀରରେ ଅନେକ ପରିବର୍ତନ ଆସିଥାଏ । ଯାହା ସମୟକ୍ରମେ ଚିନ୍ତାର କାରଣ ପାଲଟିଥାଏ । ପ୍ରସବ ପରେ ହର୍ମୋନ୍ ସ୍ତରର ହଠାତ୍ ହ୍ରାସ (ଯେପରିକି ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ଏବଂ ଥାଇରଏଡ୍ ହରମୋନ୍) ଏବଂ ନିଦ୍ରାର ଅଭାବ କାରଣରୁ ପ୍ରସବ ପରେ ଅନେକ ମହିଳାମାନଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼େ । ସେହି ସମୟରେ କିପରି ସେହି ଚାପକୁ କମ କରିବା ତାହା ବୁଝାପଡ଼େ ନାହିଁ। ଆମ ଆପଣଙ୍କୁ କହିବୁ ସେହି ସମୟରେ କ’ଣ କରିବା ଆବଶ୍ୟକ… ମାନସିକ ଚାପର ମୁଖ୍ୟ କାରଣ: ମନସ୍ତତ୍ଵବିତ ଉମାପ୍ରସାଦ ବିଶ୍ଵାଳ କହିଛନ୍ତି, “ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଅନେକ ବ୍ୟକ୍ତି ବଂଶାନୁଗତ କାରଣ ଯୋଗୁଁ ମାନସିକ ଚାପ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି । ଆଜିକାଲିର ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ମାନସିକ ଚାପ…

Read More