Author: Ayesha Debnath

Masoor Dal: ଭାରତରେ ଘରମାନଙ୍କରେ ଭାତ ବଢା ହେଲେ ଆଗେ ଡାଲି ଖୋଜା ହୁଏ। ଡାଲିର ଚାହିଦା ସବୁ ଘରେ ଘରେ ଦେଖାଯାଇଥାଏ । ତେଣିକି ସେ ହରଡ ହେଉ କିମ୍ବା କୋଳଥ। ଶରୀର ବୃଦ୍ଧି ପାଇଁ ଡାଲି ଯେତିକି ଆବଶ୍ୟକ, କେଶ ଓ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଡାଲି ସେତିକି ଆବଶ୍ୟକ। ଏହା ଶରୀରକୁ ପ୍ରୋଟିନ ଯୋଗାଇଥାଏ। ତେଣୁ ଡାଲି ସମସ୍ତଙ୍କର ମୁଖ୍ୟ ପସନ୍ଦ ହୋଇଥାଏ। ଡାଲିମାନଙ୍କ ମଧ୍ୟରେ ହରଡ ରାଜା ହେଲେ ମଧ୍ୟ ମସୁର ଡାଲିକୁ ପସନ୍ଦ କରୁଥିବା ଲୋକଙ୍କର ଚାହିଦା ଖୁବ୍ ଅଧିକ। ଏହାକୁ ଡାଲି କିମ୍ବା ଡାଲମା କଲେ ବଢିଆ ଲାଗିଥାଏ। ଏହି ଡାଲିରେ କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ ଓ ପୋଷକ ତତ୍ତ୍ବ ରହିଥାଏ। ଖାଲି ଖାଇବା ପାଇଁ ଯେ ମସୁରକୁ ବ୍ୟବହାର କରାଯାଏ, ତାହା ନୁହେଁ, ଉଜ୍ଜ୍ବଳ ତ୍ବଚା ପାଇଁ ମଧ୍ୟ ମସୁର ଡାଲିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଚାଲନ୍ତୁନା ଜାଣିବା…

Read More