Author: Ayesha Debnath

Hyderabadi Biryani Recipe: ବର୍ତ୍ତମାନ ଯଦି ଆପଣ ହାଇଦ୍ରାବାଦି ବିରିୟାନି ଖାଇବା ଭଳି ଅନୁଭବ କରୁଛନ୍ତି ତେବେ ବାହାରକୁ ଯିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ହାଇଦ୍ରାବାଦି ଦମ୍ ବିରିୟାନୀ ରେସିପି କହିବାକୁ ଯାଉଛୁ ଯାହା ତିଆରି କରିବା ଅତି ସହଜ । କିନ୍ତୁ ବିରିୟାନୀ ପ୍ରେମୀମାନେ କେବଳ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଇ ନିଜ ପ୍ରିୟ ବିରିୟାନିର ସ୍ୱାଦ ପାଆନ୍ତି। ଏମିତି କେହି ନନ୍‌ଭେଜ ପ୍ରେମୀ ନଥିବେ, ଯାହାକୁ ବିରିୟାନୀ ପସନ୍ଦ ନୁହେଁ । ଚିକେନ ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ଯଦିଓ ବିରିୟାନୀ ପାଇଁ ହାଇଦ୍ରାବାଦ ପ୍ରସିଦ୍ଧ, ମାତ୍ର ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ଆପଣ ସହଜରେ ପାଇଯିବେ । ତେଣୁ ଆଜି ରବିବାରରେ ଯଦି ଆପଣ ଘରେ କିଛି ନନଭେଜ ବନାଇବାକୁ ଚାହୁଁଛନ୍ତି, ତାହେଲେ ହାଇଦ୍ରାବାଦି ଷ୍ଟାଇଲ ଚିକେନ ଦମ୍ ବିରିୟାନୀ ବନାଇ ଛୁଟି ଦିନ ଉପଭୋଗ…

Read More