Author: Ayesha Debnath

Breakfast and Dinner: ଓଜନ କମାଇବା ବର୍ତ୍ତମାନ ଯୁବପିଢୀ ପାଇଁ ପାଲଟିଛି ଏକ ନୂଆ ଟ୍ରେଣ୍ଡ । ତେବେ ଏଥିପାଇଁ ଯାହା ପ୍ରତି ଯୁବପିଢୀ ବିଶେଷ ଧ୍ୟାନ ଦେବା ଦରକାର ସେ ହେଉଛି ଖାଦ୍ୟ ସମୟ ମଧ୍ୟରେ ବ୍ୟବଧାନ। ଜଣେ ବ୍ୟକ୍ତିର ତିନି ସମୟର ମୁଖ୍ୟ ଖାଦ୍ୟ ଗ୍ରହଣ ସମୟ ମଧ୍ୟରେ କେତେ ବ୍ୟବଧାନ ରହିବା ଦରକାର ସେଥିପ୍ରତି ସମସ୍ତେ ସଜାଗ ରହିବା ଦରକାର । ଏହା ନା ଯେ କେବଳ ଶରୀର ସୁସ୍ଥ ରଖେ ବରଂ ଏହା ଏକ ସୁସ୍ଥ ଲାଇଫ ଷ୍ଟାଇଲ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ । ନିକଟରେ ହାଭାର୍ଡ ୟୁନିଭର୍ସିଟିରେ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି କି ଯଦି ଆପଣ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନକରୁଛନ୍ତି ତେବେ ଏହା ଆପଣଙ୍କ ଡାଏଟ ଗୋଲକୁ କେବେ ପୂରଣ କରିପାରିବ ନାହିଁ । ସାଧାରଣତଃ ଖାଦ୍ୟ ସମ୍ପୂର୍ଣ୍ଣ ରୂପେ ହଜମ ହେବା ପାଇଁ ୩ ରୁ…

Read More