Author: Ayesha Debnath

Makeup Tips: ମେକଅପ୍ କରିବା ଏକ କଳା, କିନ୍ତୁ ଅନେକ ମହିଳା ଏହାକୁ ଅତି ଚତୁରତାର ସହ ପ୍ରୟୋଗ କରନ୍ତି । ଯଦିଓ ମହିଳାମାନଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ବଜାରରେ ଅନେକ ପ୍ରକାରର ମେକଅପ୍ ଉତ୍ପାଦ ଉପଲବ୍ଧ, କିନ୍ତୁ ସେଗୁଡ଼ିକ ମଧ୍ୟ ବହୁତ ମହଙ୍ଗା, ଯେଉଁଥିପାଇଁ ଆପଣ ବହୁ ଅର୍ଥ ଖର୍ଚ୍ଚ କରନ୍ତି । କେବଳ ଏତିକି ନୁହେଁ, କିଛି ମହିଳା କିଛି ମେକଅପ୍ ଉତ୍ପାଦକୁ ମଲ୍ଟିୟୁଜ୍ କରିବାକୁ ମଧ୍ୟ ପସନ୍ଦ କରନ୍ତି । ଏହି ମେକଅପ୍ ଉତ୍ପାଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଲିପଷ୍ଟିକ୍ ।  ଏମିତିକି ଅନେକ ଯୁବତୀ ତଥା ମହିଳା ଗୋଲାପୀ ଓଠ ସହ ଗୋଲାପୀ ଗାଲ ପାଇଁ ବ୍ଲଶ୍ ଭାବେ ଲିପଷ୍ଟିକ୍ ବ୍ୟବହାର କରୁଥିବାର ମଧ୍ୟ ଦେଖିବାକୁ ମିଳେ । ଆଉ କିଛି ଏହାକୁ ଆଇଶାଡୋ ଭାବେ ବ୍ୟବହାର କରିଥାନ୍ତି । ଅନେକ ଯୁବତୀ ମୁହଁରେ ବ୍ଲଶ୍ ବଦଳରେ ଲିପଷ୍ଟିକ ଲଗାଉଥିବା ଦେଖାଯାଏ । ଏହି ପକେଟ୍…

Read More