Author: Ayesha Debnath

 Afghani chicken: ଚିକେନ ଖାଇବାକୁ କାହାକୁ ନ ଭଲଲାଗେ । ହେଲେ ସବୁଦିନ ଚିକେନ ତରକାରୀ ଖାଇବାକୁ ବିରକ୍ତକର ଲାଗିଥାଏ । ସେଥିପାଇଁ ଆଜି ଆମେ ବନେଇବା ଅଲଗା ପ୍ରକାରର ଚିକେନ । ଏହି ଶୀତୁଆ ପାଗରେ ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ ଆଫଗାନି ଚିକେନ । ଗରମ ଗରମ ରୁଟି ସହ ଥରେ ଆଫଗାନି ଚିକେନ ଖାଇଲେ ବାରମ୍ବାର ଇଛା ହେବ ଖାଇବାକୁ । ଖୁବ୍ କମ୍ ସମୟରେ ଚିକେନର ଏହି ଆଇଟମ୍ ତିଆରି ହୋଇଯାଏ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଫଗାନି ଚିକେନ ଓ ଏଥିପାଇଁ କ’ଣ ସାମଗ୍ରୀ ଆବଶ୍ୟକ ହୁଏ । ଆବଶ୍ୟକୀୟ ସାମଗ୍ରୀ: ଚିକେନ- ଅଧା କେଜି କଟା ପିଆଜ ଅଦା- ଛୋଟ ଖଣ୍ଡ ରସୁଣ- ୧୦ କୋଲା କଞ୍ଚାଲଙ୍କା- ୩ଟି କାଜୁ- ୧୦ କାଜୁ ଧନିଆ ପତ୍ର ପୋଦିନା ପତ୍ର ଧନିଆ, ଜିରା ପାଉଡର ଲୁଣ ବଟର ରିଫାଇନ ତେଲ…

Read More