Author: Ayesha Debnath

Benefits Of Beans: ଆପଣଙ୍କ ଖାଦ୍ୟରେ ବିନ୍ସ ଅନ୍ତର୍ଭୂକ୍ତ କରି ଆପଣଙ୍କ ଦୈନନ୍ଦିନ କ୍ୟାଲସିୟମ୍ ଗ୍ରହଣ କୋଟା ପୂରଣ କରିପାରିବେ। ହାଡ଼କୁ ମଜବୁତ କରିବାରେ ଏଗୁଡ଼ିକ ବହୁତ ସହାୟକ ହୋଇପାରେ । ଯଦିଓ ପ୍ରାୟ ସମସ୍ତ ପ୍ରକାରର ବିନ୍ସ ହାଡ଼ ପାଇଁ ଲାଭଦାୟକ, କିନ୍ତୁ ଯଦି ଆପଣଙ୍କୁ କ୍ୟାଲସିୟମର ଅଭାବ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରନ୍ତୁ । ସବୁଜ ବିନ୍ସ ଏପରି ଏକ ପନିପରିବା ଯାହା ଆପଣଙ୍କ ଶରୀରର ପୁଷ୍ଟିର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ । ଅନେକ ଉପକାରୀ ଖଣିଜ ପଦାର୍ଥରେ ଭରପୂର, ବିନ୍ସରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏ, ସି, କେ ଏବଂ ବି ୬ ଥାଏ। ଏହା ଫୋଲିକ୍ ଏସିଡ୍ ର ଏକ ଭଲ ଉତ୍ସ । ମୁଖ୍ୟତଃ ଏହା ଶୀତଦିନେ ଅଧିକ ପରିମାଣର ମିଳିଥାଏ। ଏହି ସବୁଜ ରଙ୍ଗର ପରିବାରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣର ରହିଥାଏ। ଏଥିରେ…

Read More