Author: Ayesha Debnath

Colour: ରଙ୍ଗ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ରଙ୍ଗର ନିଜସ୍ୱ ମହତ୍ୱ ରହିଛି । ଯେପରି ସବୁଜ ଆମକୁ ଶାନ୍ତି ଅନୁଭବ କରାଏ ଏବଂ ନାଲି ଆମକୁ ଶକ୍ତିରେ ପରିପୂର୍ଣ୍ଣ କରେ । ରଙ୍ଗ ସହିତ, ସେମାନେ ଆମର ମନୋବଳ ଏବଂ ଭାବନାକୁ ମଧ୍ୟ ପ୍ରଭାବିତ କରିପାରନ୍ତି, ଯେପରିକି ସୁଖ, ଉତ୍ସାହ, କିମ୍ବା ଦୁଃଖ । ପୂଜାପର୍ବ, ବିବାହ, ବ୍ରତଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଲଗା ଅଲଗା ରଙ୍ଗକୁ ଗୁରୁତ୍ୱ ଦିଆଯାଏ । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ରଙ୍ଗ ବ୍ୟବହାର କରି ବ୍ୟବସାୟୀମାନେ ତାଙ୍କର କ୍ରୟକୁ ପ୍ରଭାବିତ କରିପାରିବେ । ଏହି କୌଶଳ ବଡ଼ ଦୋକାନରେ ବ୍ୟବହୃତ ହୁଏ। ହ୍ୱାଇଟ: ଧଳା ରଙ୍ଗ ଏକ ପରିଷ୍କାର, ଶାନ୍ତ ଏବଂ ସରଳ ମାନସିକତା ସୃଷ୍ଟି କରିଥାଏ । ଏହି ରଙ୍ଗର ପୋଷାକ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଏହା ସହ ଏହି ରଙ୍ଗର ପୋଷାକ ପ୍ରାୟ…

Read More