Author: Ayesha Debnath

Banana Flower: କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ। କଦଳୀ ଫୁଲ ଖାଇବା ଦ୍ଵାରା ଆପଣଙ୍କ ଅନେକ ରୋଗ ଦୂର ହୋଇପାରେ। ଯେପରି ଡାଇବେଟିସ, ଡିପ୍ରେଶନ ତଥା ଆନେମିଆ ଆଦି ରୋଗ ମାନଙ୍କ ଠାରୁ ଏହା ବଞ୍ଚାଇଥାଏ। ଏଥିପାଇଁ କଦଳୀ ଫୁଲକୁ କୌଣସି ନା କୌଣସି ପ୍ରକାରେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। ଏବେ ମୁଁ ଆପଣ ମାନଙ୍କୁ କହିବି ଯେ କଦଳୀ ଫୁଲ ଦ୍ବାରା କେଉଁ ରୋଗ ଦୂର କରା ଯାଇପାରିବ। ପ୍ରଥମ ହେଉଛି ଆନେମିଆ ଯାହା କି ରକ୍ତର ଅଭାବ ଅଟେ। ଏହି ରୋଗରୁ ବଞ୍ଚିବା ପାଇଁ କଦଳୀ ଫୁଲର ବ୍ୟବହାର କରାଯାଇଥାଏ। ଏହାକୁ ଖାଇବା…

Read More