Author: Ayesha Debnath

WINTER HAIR CARE: ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ଆପଣ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ । ଉଷୁମ ପାଣିରେ ଗାଧୋଇବା ଲାଭଦାୟକ ହୋଇପାରେ । ଏହା ଥଣ୍ଡା ଅନୁଭବକୁ ରୋକିଥାଏ ଏବଂ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ । ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ମୁଣ୍ଡ ସଫା କରିବା ତ ଦୂରର କଥା ଗାଧୋଇବାକୁ ବି ଭୟ କରିଥାନ୍ତି । ଥଣ୍ଡାରୁ ରକ୍ଷା ପାଇଁ ଅନେକ ଲୋକ ସବୁଦିନ ଗରମ ପାଣିରେ ଗାଧୋଉଥିବା ଦେଖାଯାଏ । କେଶକୁ ମଧ୍ୟ ଗରମ ପାଣିରେ ଧୁଅନ୍ତି । ତେବେ ଆପଣ ଜାଣନ୍ତି କି ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ଧୋଇବା ଭଲ, ଗରମ ପାଣି ନା ଥଣ୍ଡା ? କ’ଣ କଲେ କେଶ ସୁସ୍ଥ ଓ ଚମକଦାର ରହିବ ? ଯଦି ଗରମ ପାଣି କଥା…

Read More