Author: Ayesha Debnath

Gulab Jamun: ବଜାରରେ ବିକ୍ରି ହେଉଥିବା ଅନେକ ମିଠା ମଧ୍ୟରୁ ଗୁଲାବ ଜାମୁନର ବେଶ ଅନ୍ୟତମ । ଗରମ ଗରମ ସିରାରୁ ବାହାରିଥିବା ନରମ ଗୁଲାବ ଜାମୁନର ସ୍ଥାନ ବେଶ୍ ସ୍ୱତନ୍ତ୍ର। ଛୋଟ ପିଲାଠୁ ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କର ଭାରି ପସନ୍ଦର ମିଠା । ତେବେ ଆପଣ ବି ନିଜ ଘରେ ଏମିତି ସୁସ୍ୱାଦୁ ଗୁଲାବ ଜାମୁନ ବନାଇ ପାରିବେ ଅତି ସହଜରେ । ଅନେକ ଥର ଲୋକମାନେ ଅଭିଯୋଗ କରନ୍ତି ଯେ ଘରେ ବଜାରରେ ବିକ୍ରି ହେଉଥିବା ଗୁଲାବ ଜାମୁନ ତିଆରି ହୋଇପାରେ ନାହିଁ । ସେଥିପାଇଁ ଆଜି, ଗୁଲାବ ଜାମୁନ ରସିପି ସହିତ, ଆମେ ଆପଣଙ୍କୁ କିଛି କୌଶଳ ମଧ୍ୟ କହୁଛୁ, ଯାହା ଆପଣଙ୍କ ଗୁଲାବ ଜାମୁନ ବହୁତ ନରମ ଏବଂ ସ୍ୱାଦିଷ୍ଟ ବନେଇବ। ଆବଶ୍ୟକ ସାମଗ୍ରୀ: କ୍ଷୀର ଖୁଆ ମଇଦା ସୁଜି ଚିନି ଗୁଜୁରାତି ଛାଣିବା ପାଇଁ ତେଲ କିମ୍ବା ଘିଅ ପ୍ରସ୍ତୁତି ପ୍ରଣାଳୀ: ଗୁଲାବ ଜାମୁନ…

Read More