Author: Ayesha Debnath

Toothpaste: ଟୁଥ୍‌ପେଷ୍ଟରେ ଆମେ ସକାଳେ ଦାନ୍ତ ସଫା କରି କରିଥାଉ। ଏହାସହ ଆମ ଶରୀରର କୌଣସି ସ୍ଥାନରେ ଜଳି ଗଲେ ଆମେ ସେହି ସ୍ଥାନରେ ଟୁଥ୍‌ପେଷ୍ଟକୁ ଲଗେଇଥାଉ। ହେଲେ ଆପଣ କେବେ ଏହାକୁ ଆପଣଙ୍କ ତ୍ୱଚାରେ ଲଗାଇବା ପାଇଁ ଭାବିଛନ୍ତି କି? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ। ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ? ବ୍ଲାକହେଡସ୍‌ରୁ ମୁକ୍ତି ପାଆନ୍ତୁ ବ୍ଲାକହେଡସ୍‌ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ। ଟୁଥ୍‌ପେଷ୍ଟକୁ ସ୍କ୍ରବ୍‌ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ। ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ। ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ। ବ୍ରଣ ସମସ୍ୟା ବି ଦୂର ହେବ ମହିଳା ଓ ପୁରୁଷଙ୍କ…

Read More