Author: Ayesha Debnath

Mishri: ମିଶ୍ରି ହେଉଛି ଏକ ପ୍ରକାର ଚିନି, ଯାହା ରୋଷେଇ, ଫ୍ରେଶନର ଏବଂ ଏପରିକି ଔଷଧରେ ବ୍ୟବହୃତ ହୁଏ । ମିଶ୍ରି ଆକାରରେ ବହୁତ ଛୋଟ ଏବଂ ପ୍ରାୟତଃ ଖାଇ ସାରିବା ପରେ ଖାଇଥାଉ। ତଥାପି, ଛୋଟ ଆକାରର ଚିନିର ଅଗଣିତ ଲାଭ ଅଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ଏହାର ଥଣ୍ଡା ପ୍ରଭାବ ଯୋଗୁଁ ଏହା ସାଧାରଣତଃ ପାନୀୟରେ ବ୍ୟବହୃତ ହୁଏ । ଏହାର ବ୍ୟବହାର ମନ ଏବଂ ଶରୀରକୁ ଶାନ୍ତ କରିଥାଏ। ଏହା ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ ଏବଂ ଶରୀରକୁ ଆରାମ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ମିଶ୍ରି ଖାଇବାର ଲାଭ ବିଷୟରେ: ଥଣ୍ଡା, କାଶରୁ ମୁକ୍ତି ଦିଏ : ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ…

Read More