Author: Ayesha Debnath

Sitting risks: ଅଫିସରେ ଲୋକମାନେ ଅଧିକ କାର୍ଯ୍ୟ କରିବାର ଚାପରେ ଘଣ୍ଟା ଘଣ୍ଟା ଧରି ନିଜ ଆସନରେ ବସି ରହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ପୂରଣ କରନ୍ତି । ଏହାକୁ ଏକ ଅଭ୍ୟାସ ବା ବାଧ୍ୟତାମୂଳକ ବୋଲି କହିପାରିବା । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି କରିଥାଏ। ଦୀର୍ଘ ଘଣ୍ଟା ଧରି ବସିବା କାରଣରୁ ବେକ ଏବଂ ପିଠି ଯନ୍ତ୍ରଣା ସାଧାରଣ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭ୍ୟାସ ଆପଣଙ୍କୁ କର୍କଟ ଭଳି ବିପଦରେ ପକାଇପାରେ । ଏପରି ଲୋକଙ୍କଠାରେ ହୃଦ୍‌ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁଯାୟୀ, ବହୁତ ସମୟ ବସି ରହିବା ଆମର ଶାରିରୀକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେଦବହୁଳତା ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ…

Read More