Author: Ayesha Debnath

Perfume:ସମୟ ସହିତ ମହିଳା ଏବଂ ପୁରୁଷଙ୍କ ପାଇଁ ବିଭିନ୍ନ ଅତର ବଜାରରେ ବିକ୍ରି ହେବା ଆରମ୍ଭ କରିଛି । ଗୋଟିଏ କିମ୍ବା ଦୁଇଟି ସ୍ପ୍ରେ ସହିତ କେବଳ ଶରୀରର ଦୁର୍ଗନ୍ଧ ଦୂର ହୁଏ ନାହିଁ, ବରଂ ଅନ୍ୟମାନଙ୍କୁ ଭେଟିବା ସମୟରେ ଶରୀରର ଦୁର୍ଗନ୍ଧ ହେତୁ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ି ନଥାଏ । କିନ୍ତୁ ଆପଣ ଜାଣନ୍ତି କି ବଜାରରେ ବିକ୍ରି ହେଉଥିବା ଡିଓ ଏବଂ ପର୍‌ଫ୍ୟୁମ୍‌ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପର୍‌ଫ୍ୟୁମ୍‌ରେ ଅନେକ ରାସାୟନିକ ପଦାର୍ଥ ରହିଥାଏ ଯାହା ଆପଣଙ୍କୁ କର୍କଟ ଭଳି ଗୁରୁତର ରୋଗର ଶିକାର କରିପାରେ । ପର୍‌ଫ୍ୟୁମ୍‌ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ ତ୍ୱଚାରେ ପଡ଼ିଲେ ଜଳାପୋଡ଼ା ହୋଇଥାଏ। ଏହା ତ୍ୱଚାରେ କୁଣ୍ଡିଆ ଭଳି ରୋଗ ସୃଷ୍ଟି କରିଥାଏ । ଏଥିପାଇଁ ଆପଣଙ୍କର ଆଲର୍ଜି ମଧ୍ୟ ହୋଇପାରେ। ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଆମେ…

Read More