Author: Ayesha Debnath

Early Morning Tiredness: ଆଜିକାଲିର କର୍ମବ୍ୟସ୍ତତାରେ ପର୍ଯ୍ୟାପ୍ତ ହୋଇପାରୁନି ନିଦ। ଫଳରେ ଯେତେ ଶୋଇଲେ ବି ଅଳସୁଆ ଲାଗିଥାଏ। ବାରମ୍ବାର ପିଇବାକୁ ପଡ଼ୁଛି କଫି ଓ ଚା’ । ଯଦି ଆପଣ ବି ସକାଳେ ଉଠିବା ମାତ୍ରେ ଏହିପରି ଭାବେ ଥକାପଣ ଅନୁଭବ କରୁଥାଆନ୍ତି ତେବେ ଆପଣ ଜାଣିବା ଦରକାର କି ମାତ୍ରାଧିକ ଚା’ ବା କଫି ଶରୀର ପାଇଁ ଅହିତକର ସାବ୍ୟସ୍ତ ହୋଇପାରେ । ବରଂ ଆପଣ ଯଦି କିଛି ହେଲଦି ଖାଦ୍ୟ ଖାଆନ୍ତି ତାହେଲେ ତୁରନ୍ତ ସତେଜ ଅନୁଭବ କରିବା ସହ ଦିନ ସାରା କାମ କରିବାର ଶକ୍ତି ମଧ୍ୟ ମିଳିପାରିବ । ତେବେ ଜାଣି ରଖନ୍ତୁ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଥକାପଣ ଅନୁଭବ କରନ୍ତି ତେବେ ସେହି ସମୟରେ କ’ଣ ଖାଇବା ଦରକାର: ଆଲମଣ୍ଡ ହାଇ କ୍ବାଲିଟି ପ୍ରୋଟିନ ପାଇବାର ସହଜ ଉପାୟ ହେଉଛି ଆଲମଣ୍ଡ । ଫାଇବର ଓ ହେଲଦି ପୋଷକତତ୍ତ୍ବ ପାଇଁ…

Read More