Author: Ayesha Debnath

Kitchen Vastu: ଆମ ସାଧାରଣ ଜୀବନରେ ବାସ୍ତୁ ଶାସ୍ତ୍ର ବହୁତ ପ୍ରଭାବ ପକାଇଥାଏ। ଘର ତିଆରି କରିବା ସମୟରେ ବସ୍ତୁର ଖାସ ଧ୍ୟାନ ରଖିବା ଆବଶ୍ୟକ । ବାସ୍ତୁ ପାଇଁ ଆମ ଜୀବନରେ ମାନସିକ ଚାପ ସହ ଆର୍ଥିକ ଅଭାବ ମଧ୍ୟ ଦେଖାଦେଇଥାଏ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଚୁଲି । ଗ୍ୟାସ ଚୁଲାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ବାସ୍ତୁ ଅନୁଯାୟୀ…

Read More