Author: Ayesha Debnath

Jaggery Tea: ପ୍ରାୟତଃ ସମସ୍ତଙ୍କ ଘରେ ପ୍ରତିଦିନ ସକାଳେ ଉଠିବା ପରେ କ୍ଷୀର ଚା’ ପିଉଥିବେ। ଚା’ ପିଇବା ପରେ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ । ଏହାକୁ ମିଠା କରିବା ପାଇଁ ସେଥିରେ ଚିନି ବ୍ୟବହାର କରୁଥିବେ, କିନ୍ତୁ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଚା’ରେ ଚିନି ବଦଳରେ ଗୁଡ଼ ମିଶାଇବା ଆରମ୍ଭ କରନ୍ତୁ। ଚିନି ଅପେକ୍ଷା ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। ଚିନିର ଅତ୍ୟଧିକ ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣ ଚାହାଁନ୍ତି, ଅଳ୍ପ ଚା’ ପତି, ଲବଙ୍ଗ, ଡାଲଚିନି, ତୁଳସୀ, ଅଦା ଗୁଣ୍ଡ କରି ପାଣିରେ ମିଶାଇ ଚା’ ତିଆରି କରିପାରିବେ। ଯଦି ଆପଣ କ୍ଷୀର ଚା’ରେ ଗୁଡ଼ ମିଶାଇବେ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଗୁଡ଼ ଚା’ ଲୌହ, ଫାଇବର, ପୋଟାସିୟମ୍ ଇତ୍ୟାଦିରେ ଭରପୂର। ଏହାକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ…

Read More