Author: Ayesha Debnath

Sweating Issue: ଦେହରୁ ଅଧିକ ଝାଳ ନିର୍ଗତ ହେଲେ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ ପ୍ରକୃତରେ ନା ଶରୀରର ନା ଝାଳର, ନିଜର କୌଣସି ଗନ୍ଧ ନଥାଏ। ଦେହରୁ ନିର୍ଗତ ଝାଳ ଚମଡ଼ା ଉପରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁ ସ°ସ୍ପର୍ଶରେ ଆସିଲେ ହିଁ ଦୁର୍ଗନ୍ଧ ସୃଷ୍ଟି ହୁଏ। ଶରୀରରୁ କେତେ ପରିମାଣର ଝାଳ ବାହାରୁଛି ତାହା ଆଦୌ ଦୁର୍ଗନ୍ଧର ମାତ୍ରାକୁ ପ୍ରଭାବିତ କରେ ନାହିଁ। ଜଣଙ୍କର ଗମଗମ ଝାଳ ବୋହି ମଧ୍ୟ ଆଦୌ ଦୁର୍ଗନ୍ଧ ନହୋଇ ପାରେ ଏବଂ ଜଣଙ୍କର ସାମାନ୍ୟ ଝାଳରେ ମଧ୍ୟ ଖୁବ୍ ତୀବ୍ର ଓ ଅସହନୀୟ ଦୁର୍ଗନ୍ଧ ହୋଇପାରେ। ଏହା ସମ୍ପୂର୍ଣ୍ଣ ଝାଳଗ୍ରନ୍ଥି ଏବଂ ଜୀବାଣୁ ଉପରେ ନିର୍ଭର କରେ। ରସୁଣ, ପିଆଜ, ବନ୍ଧାକୋବି, ବ୍ରୋକଲି, ଫୁଲକୋବି, ରେଡ୍ ମିଟ୍ ପରି କିଛି ସଲ୍‌ଫର ଯୁକ୍ତ ଖାଦ୍ୟ ଗ୍ରହଣ ଦ୍ୱାରା ମଧ୍ୟ ଝାଳ ଅଧିକ ଦୁର୍ଗନ୍ଧ ହେବାର ଆଶଙ୍କା ଥାଏ। ସେମିତି ଅଧିକ ମନୋସୋଡିୟମ୍ ଗ୍ଲୁଟାମେଟ୍ (ଏମ୍‌ଏସ୍‌ଜି), କ୍ୟାଫେନ୍,…

Read More