Author: Ayesha Debnath

Sachkhand Express: ଆମ ଦେଶରେ ଏପରି ଏକ ଟ୍ରେନ ଅଛି, ଯେଉଁଥିରେ ଯାତ୍ରୀମାନଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସବୁ ମାଗଣାରେ ଦିଆଯାଏ । ଭାରତରେ ଟ୍ରେନରେ ଖାଇବା ପାଇଁ ଆପଣଙ୍କୁ ଟିକେଟ ସହିତ ପେମେଣ୍ଟ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା କରନ୍ତି ନାହିଁ, ତେବେ ଆପଣକୁ ଖାଇବା ପାଇଁ ପରେ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଦେଶରେ ଏପରି ଏକ ଟ୍ରେନ ମଧ୍ୟ ଅଛି ଯେଉଁଥିରେ ମାଗଣାରେ ବ୍ରେକଫାଷ୍ଟ, ଲଞ୍ଚ ଓ ରାତିର ଖାଦ୍ୟ ଦିଆଯାଏ। ହେଲେ ଯଦି ରେଲୱେ ଏହା ପାଇଁ ଟଙ୍କା ଦେଇନଥାଏ, ତେବେ ସେହି ପେମେଣ୍ଟ କିଏ କରିଥାଏ। ଚାଲନ୍ତୁ ଜାଣିବା। ଏହି ଟ୍ରେନ୍‌ରେ ଜନରାଲ୍‌ରୁ ଏସି ବୋଗୀ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ ମିଳେ। ଏହି ଟ୍ରେନ୍‌ର ନାମ ହେଲା ସଚ୍‌ଖଣ୍ଡ ଏକ୍ସପ୍ରେସ୍। ସଚ୍‌ଖଣ୍ଡ ଏକ୍ସପ୍ରେସ୍ (12715) ଟ୍ରେନ୍ ପଞ୍ଜାବର ଆମୃତସରରୁ ମହାରାଷ୍ଟ୍ରର ପର୍ଯ୍ୟନ୍ତ ଯାଏ। ଏହି ଟ୍ରେନ୍ 2000 କିଲୋମିଟରର…

Read More