Author: Ayesha Debnath

Bael fruit: ବେଲ ଏପରି ଏକ ଫଳ, ଯାହା ହିନ୍ଦୁ ଦେବତା ପ୍ରଭୁ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ହିନ୍ଦୁମାନଙ୍କ ପାଇଁ ଏହାର ଧାର୍ମିକ ମହତ୍ତ୍ୱ ରହିଛି, ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଗ୍ରୀଷ୍ମ ଋତୁରେ ଶରୀରରେ ଜଳୀୟ ଅଂଶର ଅଭାବକୁ ପୂରଣ କରିବା ପାଇଁ ଫଳ ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ସହିତ, ଏହି ଋତୁରେ ଫଳ ରସ ପିଇବା ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୁଏ । ତେବେ ବେଲ ହେଉଛି ଏପରି ଏକ ଫଳ ଯାହା ପେଟକୁ ଅତ୍ୟନ୍ତ ଥଣ୍ଡା ରଖିଥାଏ । ଏହାର ରସରେ ଅତି ଚମତ୍କାରୀ ଗୁଣ ମଧ୍ୟ ଅଛି । ଏହା କେବଳ ଗ୍ରୀଷ୍ମ ଋତୁରେ ହିଁ ଫଳିଥାଏ । ବେଲର ଉପକାରିତା ବେଲରେ ଟେନିନ, କ୍ୟାଲସିୟମ, ଫସଫରସ, ଫାଇବର, ପ୍ରୋଟିନ ଏବଂ ଆଇରନ ପରି ପୋଷକ ତତ୍ତ୍ୱ ରହିଥାଏ,…

Read More