Author: Ayesha Debnath

love: ପ୍ରେମ ଜୀବନର ସବୁଠାରୁ ସୁନ୍ଦର ଅନୁଭବ । ଯାହାକୁ ଅନୁଭବ କରିବା ପରେ ସବୁକିଛି ବହୁତ ଭଲ ଲାଗେ । ପ୍ରାୟ ସମସ୍ତ ବ୍ୟକ୍ତି ପ୍ରେମର ସ୍ୱାଦ ଚାଖିଥାନ୍ତି କେତେବେଳେ ତାହା ସଫଳ ହୋଇଥାଏ ପୁଣି କେତେବେଳେ ଅସଫଳ । ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ କେତେଗୁଡିଏ କଥା ରହିଛି ଯାହା ଆମ ପ୍ରେମମୟ ଜୀବନରେ ବହୁତ ଦରକାରି ଅଟେ । ଆଜିର ବାସ୍ତୁ ଟିପସରେ ଜାଣିବା ଆପଣ ନିଜ ଲଭ ଲାଇଫରୁ କିପରି ଚିନ୍ତା ଶୂନ୍ୟ ହୋଇପାରିବେ ।  ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ“ । ବାସ୍ତୁ ଅନୁସାରେ ଯଦି ଆପଣ ଓଟର କୌଣସି ମୂର୍ତି କିମ୍ବା ଫୋଟ ନିଜ ଶୋଇବା ଘରେ ଲଗାଇବେ ତେବେ ଆପଣଙ୍କ ମନକୁ ଏହା ସଜାଗ ରଖିବା ସହିତ ଆପଣଙ୍କୁ ଅନେକଗୁଡ଼ିଏ କାମ ପାଇଁ ମଧ୍ୟ ସକାରତ୍ମକ…

Read More