Author: Ayesha Debnath

Shankha: ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ଦାୟକ । ପ୍ରତ୍ୟେକ ହିନ୍ଦୁ ଘରେ ଶଙ୍ଖର ବିଶେଷ ସ୍ଥାନ ରହିଛି । ଯେକୌଣସି ଶୁଭ କାମର ଆରମ୍ଭରେ ଆମେ ଶଙ୍ଖ ବଜେଇଥାଉ । ଏହାଦ୍ୱାରା ଆମ କାମ ସଫଳ ହେବା ସହ ଘରେ ଶାନ୍ତି ଆସିଥାଏ । ନିୟମିତ ଭାବେ ସନ୍ଧ୍ୟାରେ ଘର ଭିତରେ ଶଙ୍ଖ ବଜାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖ ଫୁଙ୍କିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଶଙ୍ଖ ଧ୍ୱନୀରେ ଏଭଳି ଅଦ୍ଭୁତ କ୍ଷମତା ଥାଏ ବୋଲି କୁହାଯାଏ । ଯେଉଁ ଘରେ ନିୟମିତ ଶଙ୍ଖ ଫୁଙ୍କା ଯାଏ, ସେଠାରେ ଆଖପାଖର ପାଣି ପବନ ମଧ୍ୟ ସୁଦ୍ଧ, ପବିତ୍ର ଏବଂ ସକରାତ୍ମକ ହୋଇଯାଏ । ମନରେ ସକାରାତ୍ମକ ଚିନ୍ତା ଓ ଚେତନା ଜାଗ୍ରତ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ଦକ୍ଷିଣ ବର୍ତ୍ତି ଶଙ୍ଖ ଥାଏ…

Read More