Author: Ayesha Debnath

Red Wine: କାମ କରି ଦିନ ସାରା ଥକିଯିବା ପରେ ରେଡ଼ ୱାଇନ ପିଇଲେ ବେଶ ଆରାମ ମିଳିଥାଏ । ଆଉ ଏହା ଯଦି ଆପଣଙ୍କ ଅବସାଦ ଓ ଦୁଶ୍ଚିନ୍ତାକୁ ଦୂର କରୁଛି ତେବେ ସବୁ ଶ୍ରେୟ ମଦକୁ ଦିଅନ୍ତୁ ନାହିଁ। ବର୍ତ୍ତମାନ ୟୁନିଭରସିଟି ଅଫ ବଫାଲୋ-ଲେଡ ଷ୍ଟଡିର ଗେବେଷଣାରୁ ଜଣା ପଡିଛି ଯେ ରେଡ ୱାଇନରେ ଥିବା ପ୍ଲାଣ୍ଟ କମ୍ପାଉଣ୍ଡ ରେସଭେରାଟ୍ରୋଲ ମସ୍ତିସ୍କରେ ଚିନ୍ତା ନିୟନ୍ତ୍ରଣ ସମ୍ବନ୍ଧିତ ଏକ ଏନଡଜାଇମର ଅଭିବ୍ୟକ୍ତିକୁ ପ୍ରତିରୋଧ କରି ଚିନ୍ତା-ବିରୋଧୀ ପ୍ରଭାବ ପ୍ରଦର୍ଶିତ କରେ । କିପରି ଭାବେ ରେସଭେରାଟ୍ରୋଲ ନ୍ୟୁରୋଲୋଜିକାଲ ପ୍ରକ୍ରିୟା ଗୁଡିକୁ ପ୍ରଭାବିତ କରେ ସେନେଇ ବିଷଦ ଭାବେ ଆଲୋଚନା ହୋଇଛି ଏହି ଗବେଷଣାରେ । ଆମେରିକାର ଏଙ୍ଗଜାଇଟି ଆଣ୍ଡ ଡିପ୍ରେସନ ଆସୋସିଏସନ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ ଚିନ୍ତା ଓ ଅବସାଦରେ ୧୬ ଓ ୪୦ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି । ୟୁବି ସ୍କୁଲ ଅଫ ଫାର୍ମାସି ଓ ଫାର୍ମାସିଉଟିକାଲ…

Read More