Author: Ayesha Debnath

Hair Serum: ସେରମ୍‌ ବ୍ୟବହାର କଲେ କେଶ ସଫ୍ଟ ହୋଇଥାଏ । ଏହା ସହିତ ସେରମ୍‌ କେଶକୁ ସୂର୍ଯ୍ୟକିରଣଠାରୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ କେଶରେ ସେରମ୍‌ ବ୍ୟବହାର କରିବା କେତେ ଠିକ୍‌ ଏବଂ କେଶ ଉପରେ ଏହାର କି ପ୍ରଭାବ ପଡ଼ିଥାଏ, ଆସନ୍ତୁ ଜାଣିବା । ସେରମ୍‌ରୁ କେଶରୁ ମିଳୁଥିବା ଲାଭ: କେଶକୁ ନଷ୍ଟ ହେବାରୁ ରକ୍ଷା କରେ କେଶ ଝଡ଼ିବା ବନ୍ଦ କରେ କେଶ ସାଇନ୍‌ କରେ କେଶକୁ ଚିପ୍‌ଚିପା ହେବାକୁ ଦେଇ ନଥାଏ  ସେରମ୍‌ ବ୍ୟବହାର ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍: ଏହାକୁ ବ୍ୟବହାର କରିବା ସମୟରେ ପ୍ରଥମେ ପାପୁଲିରେ ମସାଜ୍‌ କରି କେଶରେ ଲଗାନ୍ତୁ। ଭଲ କମ୍ପାନୀର ସେରମ୍ କିଣନ୍ତୁ। ଏହାକୁ କେଶ ମୂଳରେ ଲଗାନ୍ତୁ ନାହିଁ। ଅଧିକ ସେରମ୍‌ ଲଗାନ୍ତୁ ନାହିଁ। ଆବଶ୍ୟକ ମାତ୍ରାରେ ଏହାକୁ ବ୍ୟବହାର କରନ୍ତୁ। ସେରମ୍‌କୁ କେଶରେ କିପରି କରିବେ ବ୍ୟବହାର, ଜାଣନ୍ତୁ: ପ୍ରଥମେ ସାମ୍ପୂ ଓ…

Read More