Author: Ayesha Debnath

Aluminum Foil: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଲୁମିନିୟମ ଫଏଲ୍ ପେପରରେ ଖାଦ୍ୟ ପ୍ୟାକ୍ କରିବା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ଦୁର୍ବଳ କରିପାରେ । ଦୁର୍ବଳ ପ୍ରତିରୋଧକ ଶକ୍ତି ଯୋଗୁଁ, ଆପଣ ବାରମ୍ବାର ଅସୁସ୍ଥ ହୋଇପାରନ୍ତି । ତେଣୁ, ଯଦି ଆପଣ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଖାଦ୍ୟ ପ୍ୟାକ୍ କରିବା ପାଇଁ ଆପଣଙ୍କୁ ଆଲୁମିନିୟମ୍ ଫଏଲ୍ ପେପର ବଦଳରେ ବଟର ପେପର ବ୍ୟବହାର କରିବା ଉଚିତ। ଆଲୁମିନିୟମ୍ ଫଏଲ୍ ପେପରରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଯେତେବେଳେ ଆପଣ ଆଲୁମିନିୟମ୍ ଫଏଲ୍ ରେ ଗରମ ଖାଦ୍ୟ ପ୍ୟାକ୍ କରନ୍ତି, ଉତ୍ତାପ ହେତୁ ଆଲୁମିନିୟମ୍ ଫଏଲ୍ ପେପରରେ ଥିବା ରାସାୟନିକ ପଦାର୍ଥ ତରଳି ଯାଇ ଖାଦ୍ୟ ସହିତ ମିଶ୍ରିତ ହୋଇପାରେ । ଏଥିପାଇଁ ଆପଣ ଖାଦ୍ୟ ଖାଇବା ସହିତ ଆଲୁମିନିୟମ ଫଏଲର କ୍ଷତିକାରକ ରାସାୟନିକ…

Read More