Author: Ayesha Debnath

Tooth Pain: ଅନକ ସମୟରେ କୌଣସି ଖାଦ୍ୟକୁ ଚୋବାଇବା ସମୟରେ ଦାନ୍ତ ଖୁବ ଜୋରରେ ବିନ୍ଧା ହୋଇଥାଏ । ଏପରିକି ପାଣି ପିଇବା ସମୟର ହେଉ କିମ୍ବା କିଛି ନିର୍ଦ୍ଦଷ୍ଟ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ସମୟରେ ହେଉ ଦାନ୍ତ ଝିମା ମାରିଥାଏ । ଏହାକୁ ଟିନ୍ ସେନସିଟିଭିଟି କୁହାଯାଏ । ଥଣ୍ଡା ଓ ଗରମ ଖାଦ୍ୟ ଖାଉଥିଲେ ମଧ୍ୟ ଦାନ୍ତରେ ଏପରି ସ୍ପର୍ଶ କାତରତା ଦେଖାଦିଏ। ହେଲେ କିଛି ଘରୋଇ ଉପାୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଗୋଟିଏ ଛୋଟ ଚାମଚ ସୈନ୍ଦର୍ଭର୍ ଲୁଣରେ ଏକ ଛୋଟ ଚାମଚ ସୋରିଷ ତେଲ ପକାନ୍ତୁ । ଏହାକୁ ଭଲଭାବେ ଫେଣ୍ଟି ମାଢି ଓ ଦାନ୍ତରେ ଲଗାଇ କିଛି ସମୟ ମସାଜ କରନ୍ତୁ ବା ସେମିତି ଛାଡିଦିଅନ୍ତୁ । ଏହାପରେ ନଖ ଉଷୁମ ପାଣିରେ ପାଟି ଧୋଇଦିଅନ୍ତୁ । କିଛି ଦିନ ଏପରି କଲେ ଦାନ୍ତର ଝିମାପଣ ଦୂରେଇ…

Read More