Author: Ayesha Debnath

Black Moon: ଆଜି ରାତିରେ ଘଟିବାକୁ ଯାଉଛି ଅଦ୍ଭୁତ ଘଟଣା । ଆକାଶରେ ଦେଖିବାକୁ ମିଳିବ ଏକ ବିରଳ ଜହ୍ନ । ଆକାଶରେ ଆପଣ ଜହ୍ନର ଅନେକ ରଙ୍ଗ ଦେଖିଥିବେ । କେତେବେଳେ ଉଜ୍ଜ୍ବଳମୟ ଧଳା ତ କେତେବେଳେ ନାଲି ଓ ଗୋଲାପି । କିନ୍ତୁ ଚଳିତ ବର୍ଷର ଶେଷରେ ଡିସେମ୍ବର ୩୦ ତାରିଖ ଅର୍ଥାତ ଆଜି ଆକାଶରେ କିଛି ବିରଳ ଘଟଣା ଘଟିବ । ଆକାଶରେ ଦେଖାଯିବ କଳା ଜହ୍ନ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ । ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି । ବ୍ଲାକ୍‌ ମୁନ୍‌ କଣ ? କଳା…

Read More