Author: Ayesha Debnath

Ram Charan: ନୂଆ ବର୍ଷରେ ନୂଆ ଉପହାର ଭେଟି ଦେବେ ସୁପର ଷ୍ଟାର ରାମ ଚରଣ। ନୂଆ ବର୍ଷ ଅବସରରେ ରାମ ଚରଣଙ୍କ ତାଙ୍କ ଆଗାମୀ ଫିଲ୍ମ ‘ଗେମ୍ ଚେଞ୍ଜର’ର ଟ୍ରେଲର ରିଲିଜ କରିବାକୁ ଯାଉଛି । ପ୍ରଥମ ଥର ପାଇଁ ପରଦାକୁ ସାଥିରେ ନଜର ଆସିବେ ରାମ ଚରମ ଏବଂ କିଆରା ଆଡ଼ଭାନୀ । ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଜାନୁଆରୀ ୧୦ରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିବେ । ଯାହା ପାଇଁ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଏହାର ତାରିଖ ମଧ୍ୟ ପ୍ରକାଶ ପାଇଛି। ଏସ୍ ଏସ୍ ରାଜ ମୌଲିଙ୍କ ଫିଲ୍ମ ‘ଆରଆରଆର’ ପରେ ଅଭିନେତା ରାମ ଚରଣଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର’ର ଅବସ୍ଥା ଭଲ ନୁହେଁ। ‘ଇଣ୍ଡିଆନ୨’ରେ ଖରାପ ପରାଜିତ ହୋଇଥିବା ନିର୍ଦ୍ଦେଶକ ଶଙ୍କରଙ୍କ…

Read More