Author: Ayesha Debnath

Winter In Odisha: ଶୀତରେ ଥରିବ ନୂଆବର୍ଷ । ବଢ଼ିବ ଶୀତ ଓ ଖସିବ ପାରଦ । ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ପରେ ପାଗ ସଂପୂର୍ଣ୍ଣ ବଦଳି ଯାଇଛି । ଏହାସହ ରାଜ୍ୟରେ ଶୀତ ମଧ୍ୟ ବଢିଯାଇଛି। ତେବେ ଆସନ୍ତାକାଲି ସକାଳ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୬ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।’ ଏହି ଜିଲ୍ଲା ଗୁଡ଼ିକରେ ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ନୂଆବର୍ଷରେ ରାଜ୍ୟକୁ ପୁଣି…

Read More