Author: NAZMEEN PARWEEN

କନ୍ଦମୂଳ କୌଣସି ସୁପରଫୁଡ୍ ଠାରୁ କମ୍ ନୁହଁ। ଏହା ଶୀତ ଋତୁରେ ଅକ୍ଟୋବରରୁ ଫେବ୍ରୁଆରୀ-ମାର୍ଚ୍ଚ ପର୍ଯ୍ୟନ୍ତ ସହଜରେ ଉପଲବ୍ଧ। ଏହାର ମିଠା ସ୍ୱାଦ କେବଳ ଏକ ସ୍ୱାଦିଷ୍ଟ ଜଳଖିଆ ଭାବରେ ଉପଭୋଗ କରାଯାଏ ନାହିଁ ବରଂ ଏହା ଶରୀରକୁ ଆଭ୍ୟନ୍ତରୀଣ ଶକ୍ତି ମଧ୍ୟ ପ୍ରଦାନ କରେ। ଏଥିରେ ଥିବା ଫାଇବର, ଭିଟାମିନ୍ ଓ ଖଣିଜ ପଦାର୍ଥ ମେଟାବୋଲିଜିମକୁ ଆକ୍ଟିଭ୍ କରିଥାଏ। ଦୀର୍ଘ ସମୟ ପାଇଁ ଭୋକ ଦୂର କରିବାରେ ଏବଂ ଓଜନ ନିୟନ୍ତ୍ରଣ ବଜାୟ ରଖିବାରେ ଏହା ସାହାଯ୍ୟ କରିଥାଏ। ଆୟୁର୍ବେଦ ଅନୁସାରେ କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଏହାକୁ ଅଧିକ ସମୟ ପାଇଁ ଆକ୍ଟିଭ୍ ରଖେ। ଏହି ପରିବା ଶୀତ ସମୟରେ ଦୁର୍ବଳତା ଏବଂ ଥକ୍କାପଣ ଦୂର କରିଥାଏ। ଶରୀରକୁ ଆକ୍ଚିଭ୍ ରଖେ। ଏହା ବ୍ୟତୀତ କନ୍ଦମୂଳରେ ପ୍ରାକୃତିକ ଶର୍କରା ରହିଥାଏ। ଯାହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ ଓ ଉତ୍ତାପ ବଜାୟ ରଖେ।…

Read More