Author: NAZMEEN PARWEEN

ପ୍ରତିବର୍ଷ ଜାନୁଆରୀ ମାସକୁ ଥାଇରଏଡ୍ ସଚେତନତା ମାସ ଭାବରେ ପାଳନ କରାଯାଇଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଥାଇରଏଡ୍ ଗ୍ରନ୍ଥି ସମସ୍ୟା ବିଷୟରେ ଶିକ୍ଷା ଦେବା ଏବଂ ସେଗୁଡ଼ିକୁ କିପରି ସମାଧାନ କରିବେ ସେ ବିଷୟରେ ସଚେତନତା ସୃଷ୍ଟି କରିବା। ଥାଇରଏଡ୍ ଗ୍ରନ୍ଥି ଶରୀରର ହରମୋନ୍, ମେଟାବୋଲିଜିମ୍, ଶକ୍ତି, ମନୋଭାବ ଏବଂ ଅଙ୍ଗ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ତେଣୁ, ଥାଇରଏଡ୍ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ଡାଏଟିସିଆନ୍ ମନପ୍ରୀତ କାଲରା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ବୁଝାଇଛନ୍ତି ଯେ ହାଇପୋଥାଇରଏଡିଜ୍ମ କିପରି ନିୟନ୍ତ୍ରିତ ହୋଇପାରିବ। ଡାଏଟିସିଆନ୍ କହିବା ଅନୁସାରେ ସେ ସୁପାରିଶ କରିଥିବା ଚା’ ପିଇବା ଦ୍ୱାରା ଏହାର ସୁଫଳ ଆପଣ ଦେଖିପାରିବେ। ହାଇପୋଥାଇରଏଡିଜ୍ମର କିପରି ଚିକିତ୍ସା କରିବେ? ଡାଏଟିସିଆନ୍ କହିଛନ୍ତି ଯେ କିପରି ଆଣ୍ଟି-ଇମ୍ଫ୍ଲାମେଟରୀ ହାଇପୋଥାଇରଏଡିଜ୍ମ ରିଭର୍ସଲ୍ ଚା’ ପ୍ରସ୍ତୁତ କରିବେ ଏବଂ ପରବର୍ତ୍ତୀ ୬୬ ଦିନ ପାଇଁ ଏହାକୁ ପିଅନ୍ତୁ। ଡାଏଟିସିଆନ୍…

Read More