Author: NAZMEEN PARWEEN

ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ କପଲ୍ସଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଆସୁଥିବା ୬ ଦିନ ଆହୁରି ସ୍ୱତନ୍ତ୍ର। ରୋଜ୍ ଡେ’ ଠାରୁ ଆରମ୍ଭ କରି ହଗ୍ ଡେ’ ପର୍ଯ୍ୟନ୍ତ, ଏହି ସପ୍ତାହ ସମ୍ପର୍କରେ ଏକ ନିଆରା ରୋମାନ୍ସ ଯୋଡିଥାଏ। ଆସନ୍ତୁ ଜାଣିବା ୨୦୨୬ ମସିହାର ଭାଲେଣ୍ଟାଇନ୍ ୱିକ୍ କ୍ୟାଲେଣ୍ଡର ଏବଂ କେଉଁ ଦିନ କିପରି ପାଳନ କରିବେ। ଏହି ସପ୍ତାହ କେବଳ ୧୪ ଫେବୃଆରୀରେ ସୀମିତ ନୁହେଁ। ଏହାର ଠିକ୍ ୭ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୭ରୁ ରୋମାଣ୍ଟିକ୍ ଦିନଗୁଡ଼ିକ ଆରମ୍ଭ ହୋଇଯାଏ। ସାଥୀ, ବନ୍ଧୁ ଏବଂ ନିଜର ପ୍ରିୟଜନଙ୍କ ପାଇଁ ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସପ୍ତାହର ପ୍ରତ୍ୟେକ ଦିନର ଏକ ଭିନ୍ନ ନାମ ଏବଂ ମହତ୍ତ୍ୱ ରହିଛି। ଭାଲେଣ୍ଟାଇନ୍ ୱିକ୍ କ୍ୟାଲେଣ୍ଡର ୨୦୨୬ ଫେବୃଆରୀ ୭ – ରୋଜ୍ ଡେ (Rose Day): ଭାଲେଣ୍ଟାଇନ୍ ୱିକ୍‌ର ଆରମ୍ଭ ଗୋଲାପ…

Read More