Author: NAZMEEN PARWEEN

ବାୟୁମଣ୍ଡଳରେ ଥଣ୍ଡାର ପବନ ବହିବା ସଙ୍ଗେ ସଙ୍ଗେ ମଣିଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । ଯୁଆଡ଼େ ଦେଖିବ ଖାଲି ଖୁଁ ଖୁଁ ଆଉ ଛୁଁ ଛୁଁ । ଏଭଳି ସ୍ଥିତିରେ ଔଷଧ ଖାଇ ବିଶ୍ରାମ ନନେଲେ ଥଣ୍ଡା ଛାଡ଼ିବାଟା କାଠିକର ପାଠ ।ଶୀତଋତୁ ମାନେ ଥଣ୍ଡା , କାଶର ଋତୁ । ବାୟୁମଣ୍ଡଳରେ ଥଣ୍ଡାର ପବନ ବହିବା ସଙ୍ଗେ ସଙ୍ଗେ ମଣିଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ । ଯୁଆଡ଼େ ଦେଖିବ ଖାଲି ଖୁଁ ଖୁଁ ଆଉ ଛୁଁ ଛୁଁ । ଏଭଳି ସ୍ଥିତିରେ ଔଷଧ ଖାଇ ବିଶ୍ରାମ ନନେଲେ ଥଣ୍ଡା ଛାଡ଼ିବାଟା କାଠିକର ପାଠ । ତେବେ ଅଫିସରେ ତ ଆଉ ଥଣ୍ଡା , କାଶ ପାଇଁ ଛୁଟି ଦିଆଯିବନି । କଷ୍ଟମଷ୍ଟେ କର୍ମକ୍ଷେତ୍ରକୁ ଯିବାକୁ ହିଁ ପଡ଼େ । ଯଦି ଆପଣ ବି ଏଭଳି ସ୍ଥିତିରେ କାର୍ଯ୍ୟାଳୟକୁ ଯାଉଛନ୍ତି ତେବେ ଆପଣଙ୍କ ସହକର୍ମୀଙ୍କୁ ସଂକ୍ରମଣ ହେବାର…

Read More