Author: NAZMEEN PARWEEN

ମୋଟରସାଇକେଲ Suzuki ଇଣ୍ଡିଆରେ ଏକ ନୂଆ ମାଇଲଷ୍ଟୋନ୍ ହାସଲ କରିଛି । ଅଟୋମେକର୍ସର ସବୁଠାରୁ ପପୁଲାର୍ ସ୍କୁଟର ମଧ୍ୟରୁ Access 125, ୬ ମିଲିୟନ୍ ପ୍ରଡକ୍ସନର ମାଇଲଷ୍ଟୋନ୍ ହାସଲ କରିଛି । ଏହି ସ୍କୁଟର ଗତ ୧୮ ଧରି ଭାରତୀୟ ବଜାରରେ ସାମିଲ୍ ଅଛି । ଜାପାନୀ ଟୁ-ହୁଇଲର ସେଗମେଣ୍ଟର ଏହା ହେଉଛି ବେଷ୍ଟ ସେଲିଂ ସ୍କୁଟର । ଏହି ସ୍କୁଟର ୨୦୦୬ ମସିହାରେ ଭାରତୀୟ ବଜାରରେ ସେଲ୍ ପାଇଁ ଆସିଥିଲା । ସେବେଠାରୁ ୬୦ ଲକ୍ଷ ୟୁନିଟ୍ସର ପ୍ରଡକ୍ସନ୍ ହୋଇଛି । Suzuki Access ହେଉଛି ଏକ ୧୨୫cc ସ୍କୁଟର । ଅଟୋମେକର୍ସର ଏହି ସ୍କୁଟର ସ୍ମୁଥ୍ ପରଫରମାନ୍ସ, ଭଲ ମାଇଲେଜ୍ ଏବଂ କମ୍ ପ୍ରାଇସ୍ ପାଇଁ ଜଶାଶୁଣା । ମାର୍କେଟରେ ଅନେକ ସ୍କୁଟର ରହିଛି ଯାହା Suzuki Access 125 ସହିତ ଟକ୍କର କରେ । ଏହାର ଟକ୍କର ସ୍କୁଟରଗୁଡିକ ହେଉଛି- Honda Activa 125, Aprilia SXR…

Read More