Author: NAZMEEN PARWEEN

ନୂଆ ବର୍ଷ ହେଉ କିମ୍ବା କୌଣସି ଫେଷ୍ଟିଭ୍ ସିଜିନ୍ ହେଉ, ଲୋକେମାନେ ଏହାକୁ ବହୁତ ଧୁମଧାମରେ ପାଳନ କରନ୍ତି । ଏହି ଅବସରରେ ଲୋକେମାନେ ନିଜ ଘର ପାଇଁ କିଛି ନୂଆ ଜିନିଷ କିମ୍ବା ନୂଆ ଗାଡି ଆଣିବା ପାଇଁ ମଧ୍ୟ ପ୍ଲାନ୍ କରିଥାନ୍ତି । ଭାରତୀୟ ବଜାରରେ ଅନେକ ଗାଡି ରହିଛି, ଯାହାକୁ ଆପଣ ଘରକୁ ଆଣି ଆପଣଙ୍କ ଖୁସିକୁ ବଢ଼ାଇପାରିବେ । ୧ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ମୋଟରସାଇକେଲ୍ ଏବଂ ସ୍କୁଟର ବିଷୟରେ ଆସନ୍ତୁ ଜାଣିବା । Hero Splendor Plus ଭାରତୀୟ ବଜାରରେ ମୋଷ୍ଟ ପପୁଲାର୍ ମୋଟରସାଇକେଲରୁ ଗୋଟିଏ । ଏହି ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୭୫,୪୪୧ ଟଙ୍କାରୁ ଆରମ୍ଭ ହେଉଛି । Hero ର ଏହି ବାଇକରେ ଏୟାର-କୁଲ୍ଡ, ୪-ଷ୍ଟ୍ରୋକ୍, ସିଙ୍ଗଲ-ସିଲିଣ୍ଡର, OHC ଇଞ୍ଜିନ୍ ରହିଛି । ବାଇକରେ ଥିବା ଏହି ଇଞ୍ଜିନ୍ ୮,୦୦୦ rpm ରେ ୫.୯ kW ର ପାୱାର ମିଳିଥାଏ…

Read More