Author: NAZMEEN PARWEEN

ଓଡ଼ିଶାର ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ଖଣି ଲିଜ୍ ଡିଡ୍ ସ୍ୱାକ୍ଷର ହେବାର ଦୁଇ ଦିନ ପରେ ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ)ର ସେୟାର୧.୭୬ ପ୍ରତିଶତ ବୃଦ୍ଧି ପାଇ ୨୧୭.୩୫ ଟଙ୍କାରେ ପହଞ୍ଚିଛି। କୋଇଲା ଉତ୍ପାଦନ କ୍ଷମତାକୁ ୪ ଏମଟିପିଏକୁ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ଖଣି ଲିଜ୍ ଡିଡ୍ ସ୍ୱାକ୍ଷର କରିବାକୁ କମ୍ପାନୀ ଘୋଷଣା କରିଥିବାରୁ ନାଲକୋର ସେୟାର ଉପରେ ଫୋକସ ରହିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ଭୁବନେଶ୍ୱରସ୍ଥିତ ଆଲୁମିନିୟମ କମ୍ପାନିର ସେୟାର ୧.୭୬ ପ୍ରତିଶତ ବୃଦ୍ଧି ପାଇ ୨୧୭.୩୫ ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ, ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ଖଣି ଲିଜ୍ ଡିଡ୍ ସ୍ୱାକ୍ଷର ହୋଇଥିବା ନେଇ ମଙ୍ଗଳବାର ଏକ ଏକ୍ସଚେଞ୍ଜ ଫାଇଲିଂରେ କଂପାନି ପକ୍ଷରୁ ସୂଚନା ଦିଆଯାଇଛି। କଂପାନି ଆଶା କରୁଛି ଯେ ଲିଜ୍ ଏହାର କୋଇଲା ଉତ୍ପାଦନ କ୍ଷମତା ୪ ଏମଟିପିଏ…

Read More