Author: NAZMEEN PARWEEN

 କିଛି ଦିନ ତଳେ ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ସ୍ଥାନରେ କେ. ହରିବାବୁଙ୍କ ଓଡିଶାର ନୂଆ ରାଜ୍ୟପାଳ ଭାବେ କେ. ହରିବାବୁଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଷ୍ଟ୍ରପତି ଭବନ ପକ୍ଷରୁ କେ. ହରିବାବୁଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଗୁରୁବାର ଦିନ ଓଡିଶା ଆସିବେ କେ. ହରିବାବୁ । ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ଭୁବନେଶ୍ୱରରେ ଆସି ପହଞ୍ଚିବେ କେ. ହରିବାବୁ । ଏହାପରେ ଶୁକ୍ରବାର ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ରାଜଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ ।   Also read https://purvapaksa.com/can-any-pakistani-leader-take-refuge-in-india-like-sheikh-hasina-what-is-extradition-treaty-between-india-and-pakistan/ https://purvapaksa.com/can-any-pakistani-leader-take-refuge-in-india-like-sheikh-hasina-what-is-extradition-treaty-between-india-and-pakistan/

Read More