Author: NAZMEEN PARWEEN

ପ୍ରାୟ ସମସ୍ତଙ୍କୁ ରାସ୍ତାରେ ପଡିଥିବା ପଇସା ମିଳିଯାଇଥାଏ। କଏନ ଏବଂ ନୋଟ ଦୁଇଟି ଯାକ ମିଳିବା ଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ମିଳିଥାଏ। ଏହା ଛଡା ଏହା ଭବିଶ୍ୟତରେ ଘଟିବାକୁ ଯାଉଥିବା ଜିନିଷର ସଂକେତ ମଧ୍ୟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ସମ୍ପର୍କରେ। ଯଦି କୌଣସି ବ୍ୟକ୍ତିକୁ ରାସ୍ତାରେ ପଡିଥିବା କଏନ ମିଳୁଛି ତେବେ ଏହାର ଅର୍ଥ ହେଉଛି ଭଗବାନ ଆପଣଙ୍କ ସହିତ ଅଛନ୍ତି। ଆପଣଙ୍କ ଉପରେ ଭଗବାନଙ୍କର କୃପା ରହିବ ଏବଂ ଶୀଘ୍ର ଆପଣଙ୍କ ଜୀବନରେ କିଛି ଶୁଭ ହେବାକୁ ଯାଉଛି। ଏହା ସେହି କଥା ଉପରେ ଇସାରା କରିଥାଏ ଯେ ଏହା ଭବିଶ୍ୟତରେ ବ୍ୟକ୍ତିଙ୍କ ପାଇଁ ଶୁଭ ସମାଚାର ନେଇ ଆସିବ। କାରଣ କଏନ୍ ଧାତୁରେ ତିଆରି ହୋଇଥାଏ। ରାସ୍ତାରେ ମିଳୁଥିବା କଏନ୍ ଏହା ପୂର୍ବରୁ କେତେକ ଲୋକଙ୍କ ହାତ ହୋଇ ଆସିଥିବ। ଏଥିପାଇଁ ସେହି କଏନରେ ଅଜଣା ଲୋକଙ୍କର ଉର୍ଜ୍ଜା ସେହିଥିରେ ରହିଯାଏ।…

Read More