Author: NAZMEEN PARWEEN

ବିରାଟ ରାଜ ପେଚା ଉଦ୍ଧାର ।  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଝାଟିଆସାହି ଗାଁର ଗଣେଶ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସ ବାଡିପଟରୁ ଏକ ବିରାଟ ରାଜପେଚା ଉଦ୍ଧାର କରିଛନ୍ତି ।  ସେ କୌଣସି କାର୍ଯ୍ୟରେ ନିଜ ବାଡ଼ି ପଟକୁ ଯାଇଥିଲେ । ଗୋଟିଏ ରାଜ ପେଚାକୁ କାଉ ମାନେ କାମୁଡୁଥିବା ଦେଖି ଝିଅଟି ପେଚା ଟିକୁ ଉଦ୍ଧାର କରି ଘରକୁ ଆଣିଥିଲେ ।  ଲକ୍ଷ୍ମୀଙ୍କ ବାହାନ ରାଜ୍ ପେଚା ଚିହ୍ନଟ ହେବା ପରେ ପୂଜା କରିଛନ୍ତି ।  ଖବର ପ୍ରଘଟ ହେବା ପରେ ପେଚାକୁ ଦେଖିବାକୁ ଗାଁ ଲୋକଙ୍କ ସୁଅ ଛୁଟୁଛି ।  ସୁରକ୍ଷା ପାଇଁ ରାଜ ପେଚାକୁ ଏକ ପିଞ୍ଜରାରେ ରଖିଥିବା ବେଳେ ଧାମନଗର ବନବିଭାଗକୁ ହସ୍ତାନ୍ତର କରାଯିବା ନେଇ ଜଣାଇଛନ୍ତି । Also read https://purvapaksa.com/the-lord-will-be-dressed-in-gold-the-temple-will-be-held-in-the-temple/ https://purvapaksa.com/the-lord-will-be-dressed-in-gold-the-temple-will-be-held-in-the-temple/

Read More