Author: NAZMEEN PARWEEN

ଲେସନ ଏଣ୍ଡ ଟୁର୍ବୋର ଚେୟାରମ୍ୟାନ ଏସଏନ ସୁବ୍ରହଣମ୍ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ସପ୍ତାହରେ ସବୁ କର୍ମଚାରୀ ଅତି କମରେ ୯୦ ଘଣ୍ଟା କାମ କରିବା ଉଚିତ । ତାଙ୍କର ଏହି ବୟାନରେ କାର୍ଯ୍ୟ ଜୀବନର ସନ୍ତୁଳନକୁ ନେଇ ବିତର୍କ ଆରମ୍ଭ ହୋଇଛି । କହିରଖୁଛୁ କି ଏଭଳି ବୟାନ ନୂଆ ନୁହେଁ । ଏହା ପୂର୍ବରୁ ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଯୁବକ ମାନଙ୍କୁ ୭୦ ଘଣ୍ଟା କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ବୟାନ ପରେ ବହୁତ ଅସନ୍ତୋଷ ଦେଖାଯାଇଥିଲା । ଏଲ ଏଣ୍ଟ ଟି ଚେୟାରମ୍ୟାନ ସୁବ୍ରହଣମ୍ ଏକ ପାଦ ଆଗକୁ ଯାଇଛନ୍ତି । ସେ କହିଛନ୍ତି ଯେ ଯଦି କାମ ରହିଛି ତାହେଲେ ରବିବାର ଦିନ ସେ କର୍ମଚାରୀମାନଙ୍କୁ ଅଫିସକୁ ଡାକିବେ । କାରଣ ସେ ନିଜେ ରବିବାର ଦିନ କାମ କରନ୍ତି । କାର୍ଯ୍ୟ ଜୀବନ ଓ ବିତର୍କ…

Read More