Author: NAZMEEN PARWEEN

ଲୋକଙ୍କ ଗହଳି  ଭିତରେ କାନ୍ଦୁଛନ୍ତି  ଭକ୍ତ ଜଣଙ୍କ । ମ୍ରିୟମାଣ ହୋଇ ପଡୁଛନ୍ତି ଦୁଃଖରେ । ହାତ ଯୋଡି ଭୋ ଭୋ ହୋଇ ତଳେ ଗଡିଯାଉଛନ୍ତି । କହୁଛନ୍ତି ମହାପ୍ରଭୁ ଯଦି କିଛି ଭୁଲ୍ ହେଇଛି କ୍ଷମା କର । ଏଇ ଭକ୍ତଙ୍କ ବିଶ୍ୱାସ ଆଗରେ ସମସ୍ତେ ନିସ୍ତବ୍ଧ । କଣ ଭୁଲ କଣ ଠିକ କଣ ସତ କଣ ମିଛ ଏ ସମସ୍ତ ପ୍ରଶ୍ନର ଉତ୍ତର କଣ ତାହା ତ ପଛ କଥା , କିନ୍ତୁ ଥରେ ଭାବିଲେ ଏ ଭକ୍ତର ଭାବନାକୁ । ତାଙ୍କର ସତ ମିଛ କଣ ଏକଥାରେ କିଛି ଯାଏ ଆସେ ନାହିଁ । ସେ କିନ୍ତୁ ଯାହାକୁ ମନ ପ୍ରାଣ ଦେଇ ବିଶ୍ୱାସ କରିଥିଲେ ତାଙ୍କୁ ହିଁ ଭଗବାନ ଭାବୁଥିଲେ । ସମୟ ବଦଳିଯାଇଛି ସତ ସେ କିନ୍ତୁ ନିଜ ବିଶ୍ୱାସକୁ ଭାଙ୍ଗିବାକୁ ନାରାଜ । ଧର୍ମ ନାଁରେ ଠକୁଥିବା ବାବାଙ୍କୁ ସେ ମହାପ୍ରଭୁ…

Read More