Author: NAZMEEN PARWEEN

Jindal Steel and Power : ଓଡ଼ିଶାବାସୀଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ବିଶ୍ଵସ୍ତରୀୟ ଶିଳ୍ପ ନେତାରେ ପରିଣତ କରିବା ଆମର ଲକ୍ଷ୍ୟ। ଏହି ଅତିରିକ୍ତ ୭୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କେବଳ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଓଡ଼ିଶାର ହଜାର ହଜାର ପରିବାରର ଜୀବନର ଗୁଣବତ୍ତାରେ ଉନ୍ନତି ଆଣିବ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଯାତ୍ରାରେ ଯୋଗଦାନ କରିବ ବୋଲି ଜିନ୍ଦଲ କହିଛନ୍ତି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଅତିରିକ୍ତ ୭୦ ହଜାର କୋଟି ଟଙ୍କା ନିବେଶ କରିବ। ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ୨୦୨୫ରେ ଏହି ଘୋଷଣା କରିବା ସହ ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି ଓ ଗୋଷ୍ଠୀ ବିକାଶ ପ୍ରତି କଂପାନିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଓଡ଼ିଶାବାସୀଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ବିଶ୍ଵସ୍ତରୀୟ ଶିଳ୍ପ ନେତାରେ ପରିଣତ କରିବା…

Read More